ବାହାନଗା ଟ୍ରେନ୍ ଟ୍ରାଜେଡି: ମନୁଷ୍ୟକୃତ ନୁହେଁ ବୈଷୟିକ ତ୍ରୁଟିରୁ ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର ୦୪/୦୭: ବାହାନଗା ଟ୍ରେନ୍ ଟ୍ରାଜେଡି ମନୁଷ୍ୟକୃତ ନୁହେଁ । ବୈଷୟିକ ତ୍ରୁଟି ପାଇଁ ହୋଇଥିଲା ଦୁର୍ଘଟଣା । ତ୍ରୁଟିପୂର୍ଣ୍ଣ ସିଗନାଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ରେଳ ବିଭାଗର ଅନ୍ତରୀଣ ତଦନ୍ତ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି । ଯେଉଁଥିରେ ଏଥିରେ ସିଗନାଲିଂ ସର୍କିଟରେ ଅଦଳ ବଦଳ ପାଇଁ ଏଡ଼େ ବଡ଼ ଦର୍ଘଟଣା ଘଟିଥିବା ଦର୍ଶାଯାଇଛି । ଲେଭେଲ କ୍ରିସିଂ ଗେଟ୍ ନମ୍ବର ୯୪ ର ଇଲେକ୍ଟ୍ରିଂ ଲିଫ୍ଟିଙ୍ଗ ବ୍ୟାରିୟର ବଦଳ … Continue reading ବାହାନଗା ଟ୍ରେନ୍ ଟ୍ରାଜେଡି: ମନୁଷ୍ୟକୃତ ନୁହେଁ ବୈଷୟିକ ତ୍ରୁଟିରୁ ହୋଇଥିଲା ଦୁର୍ଘଟଣା