ତୁଳସୀପୁରର ବିଛୁଆତି: ବାହାବେଦୀରୁ ବରକୁ ଉଠାଇନେଲା ପୋଲିସ୍
26/02/2020 at 8:46 PM

କଟକ୨୬/୨: ବାହା ବେଦୀରୁ ବରକୁ ଉଠାଇନେଲା ପୁଲିସ । ଘଟଣା ଘଟିଛି କଟକ ସହରରେ। ଆଇନ ଅନୁସାରେ ଜଣକୁ ବିବାହ କରିବା ପରେ ବି ୨ୟ ଥର ଲାଗି ବିବାହ କରିବାକୁ ଯାଉଥିବା ବେଳେ ବେଦୀରୁ ଉଠାଇନେଲା ପୁଲିସ।

ଚାଉଳିଆଗଞ୍ଜ ଥାନାରେ ଅଟକ ଯୁବକ ଜଣକ ହେଲେ କଟକ ତୁଳସୀପୁର ବାସିନ୍ଦା ବିଶ୍ବ ରଞ୍ଜନ । ଅଭିଯୋଗ ମୁତାବକ ସମ୍ପୃକ୍ତ ଯୁବକ ପ୍ରଥମରୁ ଆଉ ଜଣେ ଯୁବତୀଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ।

କିନ୍ତୁ ଆଜି ମହାନଦୀ ବିହାର ସ୍ଥିତ ଏକ ଭଣ୍ଡପରେ ୨ୟ ବିବା କରିଥାଆନ୍ତେ । ତେବେ ଶେଷ ମୁହୁର୍ତରେ କିଛି ସ୍ବେଛାସେଵୀଙ୍କ ହସ୍ତକ୍ଷେପ ଫଳରେ ବାହାଘର ଅଟକି ଯାଇଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023