ପାଣି ଆସିଯିବାରୁ ଭାଙ୍ଗିଗଲା ବଗି କେନାଲ୍ ବନ୍ଧ, ଜଳ ସେଚନରୁ ବଞ୍ଚିତ ହେବ ଶହ ଶହ ଏକର ଜମି
11/09/2022 at 4:47 PM

ସାନଖେମୁଣ୍ଡି, ୧୧/୦୯: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ଭୀମପୁର ଗ୍ରାମ ନିକଟ ବଗି କେନାଲ୍ ବନ୍ଧ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ବଗି କେନାଲ୍ରେ ପ୍ରବଳ ପାଣି ଆସିଯିବାରୁ ଏହା ଭାଙ୍ଗି ଯାଇଛି । ଦୁର୍ବଳ ନଦୀ ବନ୍ଧ ଯୋଗୁଁ କେନାଲ ଭାଙ୍ଗିଥିବା ଅଞ୍ଚଳବାସୀ ସୂଚନା ଦେଇଛନ୍ତି । ଅନ୍ୟପଟେ କେନାଲ୍ ଭାଙ୍ଗି ଥିବାରୁ ଭୀମପୁର ଗାଁର ଶହ ଶହ ଏକର ଜମି ପାଣି ପାଇବାରୁ ବଞ୍ଚିତ ହେବେ ବୋଲି ଆକଳନ କରାଯାଉଛି ।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023