ଆଜି ବଡଓଷା : କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର,୧୪୪ ଧାରା ଲାଗି ମନ୍ଦିର ପରିସର ଖାଁ ଖାଁ
28/11/2020 at 1:08 PM

ଆଠଗଡ଼ ୨୮।୧୧: ଆଜି ହେଉଛି ବଡଓଷା । କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ୨୫ବର୍ଷ ପରେ ବାବା ଧବଳେଶ୍ଵରଙ୍କ ଏହି ଦୁର୍ଲଭ ବେଶ କରାଯାଇଛି। ଭୋର ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ସମସ୍ତ ରୀତିନୀତି କରାଯାଇ ସକାଳ ଧୂପ ,ମଙ୍ଗଳାଆରତୀ, ବାଳ ଭୋଗ ଓ ଖେଚୁଡି ଲାଗି କରାଯାଇଛି।
କୋଭିଡ୍ କଟକଣା ପାଇଁ ଧବଳେଶ୍ଵରଙ୍କ ମନ୍ଦିର ଓ ଆଖପାଖ ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରା ଯାଇଥିବାରୁ ମନ୍ଦିର ପରିସର ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି। ଯେଉଁଠି ଦିନେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା ଆଜି ସେହି ସ୍ଥାନ ଜନଶୂନ୍ୟ ରହିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023