Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ବଡଓଷା : କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର,୧୪୪ ଧାରା ଲାଗି ମନ୍ଦିର ପରିସର ଖାଁ ଖାଁ

28/11/2020 at 1:08 PM

ଆଠଗଡ଼ ୨୮।୧୧: ଆଜି ହେଉଛି ବଡଓଷା । କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ୨୫ବର୍ଷ ପରେ ବାବା ଧବଳେଶ୍ଵରଙ୍କ ଏହି ଦୁର୍ଲଭ ବେଶ କରାଯାଇଛି। ଭୋର ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ସମସ୍ତ ରୀତିନୀତି କରାଯାଇ ସକାଳ ଧୂପ ,ମଙ୍ଗଳାଆରତୀ, ବାଳ ଭୋଗ ଓ ଖେଚୁଡି ଲାଗି କରାଯାଇଛି।

କୋଭିଡ୍ କଟକଣା ପାଇଁ ଧବଳେଶ୍ଵରଙ୍କ ମନ୍ଦିର ଓ ଆଖପାଖ ସମସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରା ଯାଇଥିବାରୁ ମନ୍ଦିର ପରିସର ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି। ଯେଉଁଠି ଦିନେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା ଆଜି ସେହି ସ୍ଥାନ ଜନଶୂନ୍ୟ ରହିଛି ।

   Related Posts