କର୍ତ୍ତବ୍ୟରେ ଅବହେଳା, ବଦଳିଲେ ଥାନା ଅଧିକାରୀ

Published By : Prameya-News7 Bureau | October 07, 2019 IST

କଟକ - କର୍ତ୍ତବ୍ୟରେ ଅବହେଳା ଯୋଗୁଁ ବଡମ୍ବା ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି । ସେ ମୋ ସରକାର ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ ନ କରି ଏହାର ଖିଲାପ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ଥାନା ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ରଙ୍କୁ କଟକ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.