vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି, କୋଠଭୋଗ ଛାଡି ସବୁ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଉମରକୋଟ : ଚାଲାଣ ବେଳେ କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ
  • ||
  • ସୁବର୍ଣ୍ଣପୁର : ମୋବାଇଲ୍ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ପ୍ରାୟ ୨୫ଲକ୍ଷ ଟଙ୍କାର ଫୋନ୍
  • ||
  • କଣ୍ଟାବାଞ୍ଝି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍ ପୋଡି, ଦୋକାନ ବାହାରେ ରଖିଥିବା ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ସାଲେପୁର : ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା
  • ||
  • ଭୋଗରାଇ : ଦିଘା ସମୁଦ୍ରରେ ଗାଧୋଉଥିବା ବେଳେ ବଜ୍ରପାତ : ଦୁଇ ସାଙ୍ଗ ମୃତ, ୪ ଗୁରୁତର
  • ||
  • ୫ ହଜାର ଫୁଟ୍ ଉପରେ କକ୍‌ପିଟ୍‌ରୁ ବାହାରିଲା ଧୂଆଁ, ଜରୁରୀ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ
  • ||
  • ତେଲକୋଇ : ତେଲକୋଇ ରେଞ୍ଜରେ ଘର ଭାଙ୍ଗି ଧାନ ଖାଇଗଲେ ହାତୀ ପଲ, ଘଉଡାଇବାକୁ ବନ ବିଭାଗର ଉଦ୍ୟମ
  • ||
  • ଚାନ୍ଦବାଲି : ଝିଅ ପାଇଁ ବରପାତ୍ର ଦେଖିବାକୁ ଯିବାବେଳେ ଅଘଟଣ, ବାଇକ୍‌ରୁ ଖସିପଡି ବାପାଙ୍କ ମୃତ୍ୟୁ
  • ||
  • ବିଜେପିର ମିଶନ ତେଲେଙ୍ଗାନା : ଶନିବାରଠୁ ହାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
  • ||

ଉଡ଼ିବାର ମଜା : Bada Khabar on 18th Sept 2018

19/09/2018 at 1:51 AM

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ଏବଂ କୋଣାର୍କ। ବାହାରେ ଏବଂ ବିଧାନସଭା ଭିତରେ ହୋହାଲ୍ଲା ହୋଇଥିଲା। ବାହାରେ ତ ବୈଜୟନ୍ତ ପଣ୍ଡାଙ୍କୁ ଘେରିଥିଲେ । ବିଧାନସଭା ଭିତରେ ମଧ୍ୟ ବିଜେଡି ଓ କଂଗ୍ରେସ ପକ୍ଷରୁ ବୈଜୟନ୍ତଙ୍କୁ ମିଳିତ ଆଟାକ୍ କରାଯାଇଥିଲା। ଚିଲିକା, ଶ୍ରୀମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ବିମାନ ଉଡ଼ାଇ ଥିବାରୁ ବୈଜୟନ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ କଂଗ୍ରେସ ଓ ବିଜେଡି ଦାବି କରିଛନ୍ତି ।

   Related Posts