ଶୀଘ୍ର ନିର୍ବାଚନ ! : Bada Khabar 03 (06.09.2018)
7/09/2018 at 2:02 AM

ସାଧାରଣ ନିର୍ବାଚନ ଆଗରୁ କେତେକ ରାଜ୍ୟରେ ଶୀଘ୍ର ନିର୍ବାଚନ ହେବ କି ? ଦେଶରେ ଯେଉଁ ଓ୍ବାନ୍ ନ୍ୟାଶନ୍ , ଓ୍ବାନ୍ ପୋଲ୍ କଥା ଉଠିଥିଲା, ସେ ନିଷ୍ପତ୍ତି ଏବେ ବି ଝୁଲା ଅବସ୍ଥାରେ ରହିଛି। ଆଉ ଗୁରୁବାର ଯେତେବେଳେ ତେଲେଙ୍ଗାନା ସରକାରକୁ ଭାଙ୍ଗି ଦେଇଛନ୍ତି କେସିଆର, ସେତେବେଳେ ଏଭଳି ସମ୍ଭାବନା ତିଆରି ହୋଇଛି । ତେଲେଙ୍ଗାନା ରାସ୍ତାରେ ଓଡ଼ିଶା ଆଗେଇବ କି ?
Related Posts
ଲଗାଣ ବର୍ଷା ହେଲା କାଳ, କାନ୍ଥ ପଡି ଚାଲିଗଲା କୁରୁନାଥଙ୍କ ଜୀବନ
3 October 2023