ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବୁଗୁଡ଼ା ରେଞ୍ଜରେ ଛୁଆ ହାତୀର ମୃତ୍ୟୁ, ଶୁଣ୍ଢରେ ଲାଗିଛି ଶକ୍ତ ଆଘାତ

13/11/2022 at 3:49 PM

ଭଞ୍ଜନଗର, ୧୩/୧୧: ଭଞ୍ଜନଗର ଅନ୍ତର୍ଗତ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବୁଗୁଡ଼ା ରେଞ୍ଜର ବେଲପଡା, ଶାସନ ଗ୍ରାମ ନିକଟରେ ଧାନ ବିଲରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଛି । ଛୁଆ ହାତୀର ଶୁଣ୍ଢରେ ଏକ ଶକ୍ତ ଆଘାତ ଲାଗିଛି । ଗତ ରାତିରେ କିଛି ପଲହାତୀ ଧାନ ଖାଇବା ପାଇଁ ଆସିଥିବା ବେଳେ ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ବିଛାଯାଇଥିବା ତାରରେ ହାତୀ ଛୁଆଟି ଲାଗି ଯାଇଥିବା ସହ ତାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । କିନ୍ତୁ ସଠିକ ତଦନ୍ତ ପରେ ହିଁ ଘଟଣାର ସତ୍ୟତା ପଦାକୁ ଆସିବ । ଘଟଣାସ୍ଥଳରେ ବୁଗୁଡ଼ା ରେଞ୍ଜେର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

   Related Posts