oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦନ୍ତା ହାତୀର ଦାନ୍ତ ବାଜି ଛୁଆ ହାତୀର ମୃତ୍ୟୁ

10/06/2019 at 10:35 AM

ଜି ଉଦୟଗିରି ୧୦୬ : ଦନ୍ତାହାତୀର ଆକ୍ରମଣରେ ୮ ମାସର ଛୁଆ ହାତୀର ମୃତ୍ୟୁ ହୋଇଛି । ଜି ଉଦୟଗିରି ଥାନା ଅନ୍ତର୍ଗତ ରାଇକିଆ ରେଞ୍ଜର କରଡ଼ା ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ଫୁଲବାଣୀ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦନ୍ତା ହାତୀର ଦାନ୍ତ ବାଜି ଛୁଆ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

   Related Posts