Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅଙ୍ଗନବାଡି ଦିଦିଙ୍କ ବାକ୍ସରେ ଶିଶୁର ମୃତଦେହ

19/10/2019 at 8:57 PM

ବାମଡା (ସୁନ୍ଦରଗଡ) – ସୁନ୍ଦରଗଡ ବିଜାଡିହିରେ ଅଭାବନୀୟ ଘଟଣା । ସକାଳୁ ଅଙ୍ଗନବାଡିଙ୍କୁ ଯାଇ ନିଖୋଜ ହୋଇଯାଇଥିବା ଶିଶୁର ମୃତ ଦେହ ଉଦ୍ଧାର ହୋଇଛି । ଅଙ୍ଗନବାଡି ଦିଦିଙ୍କ ଘରେ ଥିବା ବାକ୍ସରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । ଧରୁଆଡିହି ପୁଲିସ ଘଟଣାର ତଦନ୍ତ କରୁଛି ।

ଏହି ଶିଶୁଟି ସକାଳେ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲା । ଏହାପରେ ଘରକୁ ଫେରି ନ ଥିଲା । ବହୁ ଖୋଜା ଖୋଜି କରିବା ପରେ ଅଙ୍ଗନବାଡି ଦିଦିଙ୍କ ଘରେ ଥିବା ଏକ ବାକ୍ସରେ ଶିଶୁର ମୃତଦେହ ଥିଲା । ଏଗାକୁ ବାମଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପୁଲିସରେ ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

   Related Posts