ବିଲ ମଝିରେ ପଡ଼ିଛି ଶିଶୁର ମୃତଦେହ; ହତ୍ୟା ସନ୍ଦେହ…
19/01/2023 at 7:09 PM

ସୋର ୧୯/୦୧: ଧାନ ବିଲରେ ପଡ଼ିଛି ଶିଶୁପୁତ୍ରର ମୃତଦେହ। ମୃତ ଶିଶୁକୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି। ଶିଶୁର ସ୍ୱେଟର୍ରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଖଇରା ଥାନା ଅନ୍ତର୍ଗତ ଗଗନଧୂଳି ପଞ୍ଚାୟତର ପନିଶିଆଳି ଗାଁରେ ଦେଖିବାକୁ ମିଳିଛି। ମୃତ ଶିଶୁର ବୟସ ୧ ବର୍ଷ ହେବ ବୋଲି କୁହାଯାଇଛି। ସେପଟେ ଘଟଣାସ୍ଥଳରେ ଖଇରା ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିକତ ତଦନ୍ତ ଆରମ୍ଭ କରିଛି।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023