oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ତୃପ୍ତିଙ୍କ ଘରେ ରବି ମିଶ୍ର, ବୋହୂ ଓ ପୁଅଙ୍କୁ ବାବୁସାନ୍‌ଙ୍କ ଘରକୁ ପଠାଇବାକୁ ଅନୁରୋଧ

29/07/2022 at 2:13 PM

ଭୁବନେଶ୍ୱର ୨୯।୦୭: ବାବୁସାନ୍‌-ତୃପ୍ତି ବିବାଦ ମାମଲା ।  ତୁପ୍ତିଙ୍କୁ ମନାଇବାକୁ ଉଦ୍ୟମ । ଏହିକ୍ରମରେ ଶୁକ୍ରବାର ତୃପ୍ତିଙ୍କ ସତ୍ୟନଗର ସ୍ଥିତ ଘରେ ପହଞ୍ଚିଥିଲେ ରବି ମିଶ୍ର । ଏହି ଅବସରରେ ରବି ମିଶ୍ର ତୃପ୍ତିଙ୍କ ବାପାଙ୍କ ସହିତ ଆଲୋଚନା କରିଛନ୍ତି। ତୃପ୍ତିଙ୍କ ବାପାଙ୍କ ସହିତ କଥା ହେବା ସମୟରେ ବୋହୂ (ତୃପ୍ତି) ଓ ପୁଅ (ବାବୁସାନ୍‌ଙ୍କ ପୁଅ )କୁ ଜଗନ୍ନାଥ ବିହାର ସ୍ଥିତ ଘରକୁ ପଠାଇବାକୁ ଅନୁରୋଧ କରିଛନ୍ତି ।

ସେହିପରି କିଛି ସମୟ ଧରି ଆଲେଚନା ପରେ ଘରୁ ବାହାରିଥିଲେ ଅଭିନେତା ରବି ମିଶ୍ର । ଏହି ସମୟରେ ସେ କହିଛନ୍ତି ଯେ, ତୃପ୍ତିଙ୍କ ବାପା ଓ ମାଉସୀଙ୍କ ସହ କଥା ହୋଇଛି । ପରିବାର ମଧ୍ୟରେ ଥିବା ଫାଟ ଦୂର ହେବ ।  ଆଉ କିଛି ସମୟର ଅପେକ୍ଷା କରିବାକୁ ପଡିବ ।  ଖୁବଶୀଘ୍ର ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।

   Related Posts