AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ହତ୍ୟା ଅଭିଯୋଗରେ ଆତ୍ମଘୋଷିତ ବାବା ରାମପାଲଂକୁ ଆଜୀବନ କାରାବାସ

16/10/2018 at 3:47 PM

ଦିଲ୍ଲୀ;୧୬/୧୦- ଆତ୍ମଘୋଷିତ ବାବା ରାମପାଲଂକୁ ଆଜୀବନ କାରାଦଣ୍ଡାଦେଶ ।ଜଣେ ଶିଶୁ ସମେତ ୫ ଜଣଂକୁ ହତ୍ୟା ଅଭିଯୋଗରେ ତାଂକୁ ମିଳିଛି ଏଇ ସଜ୍ଜା ।ଗତବର୍ଷ ନଭେମ୍ବର ୧୪ରେ ତାଂକ ବିରୋଧରେ ଦୁଇଟି ହତ୍ୟା  ମାମଲା ରୁଜୁ କରାଯାଇଥିଲା । ଗୋଟିଏରେ ରାମପାଲଂକ ସହ ୧୫ ଜଣ ଓ ଅନ୍ୟଟିରେ ୧୩ ଜଣ ଅଭିଯୁକ୍ତ ଥିଲେ ।ଏଇ ଘଟଣାର ବିଚାର କରି କୋର୍ଟ ତାଂକୁ  ଦୋଷୀ ସାବ୍ୟସ୍ଥ କରିବା ସହିତ  ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି ।

   Related Posts