ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ବାଲି ଚୋରା ଚାଲାଣ ବେଳେ ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡର ଚଢ଼ଉ; ୩ଟ୍ରାକ୍ଟର ଜବତ, ଜଣେ ଗିରଫ  

27/05/2022 at 4:38 PM

ଆନନ୍ଦପୁର ୨୭/୦୫ : ପ୍ରଶାସନ ପକ୍ଷରୁ ଯେତେ କଟକଣା ଲଗାଇଲେ ମଧ୍ଯ ଆନନ୍ଦପୁର ବୈତରଣୀ ନଦୀରୁ ବନ୍ଦ ହେବାର ନା ଧରୁନି। ବିଭିନ୍ନ କୌଶଳ ଅବଲମ୍ବନ କରି ରାତି ଅଧିଆ ବାଲି ଚୋରୀ ଚାଲିଛି।   ବିଶେଷ କରି ଆନନ୍ଦପୁର ବୈତରଣୀ ପୋଲ ତଳୁ ଟ୍ରାକ୍ଟର ଯୋଗେ ବାଲି ଚୋରୀ ହେଉଥିବାରୁ ସେହି ସ୍ଥାନରେ ପ୍ରଶାସନ ତରଫରୁ ୧୪୪ ଧରା ଜାରି କରାଯାଇଛି।

ଏହା ସତ୍ତ୍ୱେ ଟ୍ରାକ୍ଟରରେ ବାଲି ଉଠୁଥିବା ସମୟରେ ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡ ୩ଟି ଟ୍ରାକଟର ଜବଦ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଛି ବୋଲି ଆନନ୍ଦପୁର ପୋଲିସ ସୂଚନା ଦେଇଛି। ଅନ୍ଯପଟେ ଆଗକୁ ବାଲି ଚୋରୀ ବନ୍ଦ କରିବାକୁ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାହେବ  ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି  

   Related Posts