AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ପୁଣି ଆତ୍ମହତ୍ଯା: ଘରୋଇ ଝଗଡ଼ା କାରଣରୁ ଆତ୍ମାହୁତି ଦେଲେ ଛାତ୍ରୀ

7/09/2022 at 8:11 PM

ଭୁବନେଶ୍ୱର୦୭/୦୯: ପୁଣି ଜଣେ ଇଞ୍ଜିନିୟରିଙ୍ଗ ପଢ଼ୁଥିବା ବିଟେକ୍‌ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଚନ୍ଦ୍ରଶେଖରପୁର ଥାନା ରେଲବାଇ କଲୋନୀରେ ଏପରି ଅଘଟଣ ଘଟିଛି। ଛାତ୍ରୀଜଣଙ୍କ ପାରିବାରିକ କଳହ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଓଢ଼ଣିରେ ଫାସି ଦେଇ ସେ ଆତ୍ମହତ୍ୟା କରିଛନ୍ତି।

ମୃତ ଛାତ୍ରୀଙ୍କ ପରିଚୟ ଆର.ଏନ. ନିୟତି ନାୟକ(୨୪)। ତାଙ୍କ ବାପା ସିଗ୍ନାଲ ସେକ୍ସନ ଇଞ୍ଜିନିୟର ଭାବେ କାମ କରନ୍ତି ଓ ମା ଜଣେ ଡାକ୍ତର। ତାଙ୍କ ସାନ ଭଉଣୀଙ୍କ ଦେହ ଅସୁସ୍ଥ ଥିବାରୁ ସବୁ ଘର ଲୋକେ ଡାକ୍ତରଖାନାରେ ଥିଲେ। ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି। ସେ ସମ୍ବଲପୁର ବୁର୍ଲାରେ ବିଟେକ ପାସ କରିଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁବାର ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି।

   Related Posts