ଅଯୋଧ୍ୟା ଜମି ବିବାଦ ମାମଲା : ଆଜି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ ମଧ୍ୟସ୍ଥତା ପ୍ୟାନେଲ

Published By : Prameya-News7 Bureau | August 01, 2019 IST

ନୂଆଦିଲ୍ଲୀ ୧|୮: ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲ ଆଜି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ ଅଗଷ୍ଟ ୨ରେ ଏହି ମାମାଲ ଉପରେ ଶୁଣାଣି କରିବେ । ରାମ ଜନ୍ମ ଭୂମି ଏବଂ ବାବରି ମସଜିଦ୍ ମାମଲାରେ ଜୁଲାଇ ୧୮ରେ ମଧ୍ୟସ୍ଥାତ ପାଇଁ ହିନ୍ଧୁ ଏବଂ ମୁସଲିମ୍ ସମ୍ପ୍ରଦାୟଙ୍କ ମଧ୍ୟରେ ସହମତି ଲୋଡିବା ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଥିଲେ କୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.