Asia Cup 2023 : ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଝଟ୍‌କା, ଆଘାତ ପାଇଁ ବାଦ୍‌ ପଡିଲେ ଅକ୍ଷର ପଟେଲ୍‌

ମୁମ୍ବାଇ ୧୬।୦୯ : ଏସିଆ କପ୍‌ ୨୦୨୩ । ଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା। ଟିମ୍‌ରୁ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ବାଦ୍‌ ପଡିଛନ୍ତି । ତାଙ୍କ ବଦଳରେ ଅଲ୍‌ରାଉଣ୍ଡର ଓ୍ୱାସିଂଟନ୍‌ ସୁନ୍ଦରଙ୍କୁ ସାମିଲ କରାଯାଇଛି । ସେ ଖୁବ୍‌ ଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାର ସୂଚନା ମିଳିଛି ।   ଖବର ଅନୁଯାୟୀ, ଏସିଆ କପ୍‌ ୨୦୨୩ରେ ଫାଇନାଲରେ ଏଣ୍ଟ୍ରି କରିଛି ଭାରତୀୟ ଟିମ୍‌ । ରବିବାର ଦିନ କଲମ୍ବୋରେ ଶ୍ରୀଲଙ୍କା ସହ ମୁହାଁମୁହିଁ … Continue reading Asia Cup 2023 : ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଝଟ୍‌କା, ଆଘାତ ପାଇଁ ବାଦ୍‌ ପଡିଲେ ଅକ୍ଷର ପଟେଲ୍‌