Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ବ୍ୟାଙ୍କ ଲୁଟ, ଏଟିଏମ ଡକାୟତି ରୋକିବା ନେଇ କଟକରେ କମିଶନରେଟ ପୋଲିସର ବୌଠକ

18/05/2018 at 8:24 AM

ସାରା ରଜ୍ୟରେ ବଢୁଥିବା ବ୍ୟାଙ୍କ ଲୁଟ,ଏଟିଏମ ଠକେଇ ,ଏଟିଏମ ଡକାୟତିକୁ ରୋକିବା ନେଇ କଟକରେ କମିଶନରେଟ ପୋଲିସ ପକ୍ଷରୁ ସହରର ବିଭିନ୍ନ ବ୍ୟଙ୍କ କର୍ତ୍ତୃପକ୍ଷଙ୍କୁ ନେଇ ଏକ ବୌଠକ ଅନୁଷ୍ଠିତ ହେଇଛି… ଏହି ବୌଠକରେ କଟକ ଡିସିପି ଅଖିଳେଶ୍ବର ସିଂ,ବିଭିନ୍ନ ବ୍ୟାଙ୍କର ରିଜୋନାଲ ମ୍ୟାନେଜର ଓ ସହରର ସମସ୍ତ ଥାନା ଅଧିକାରୀ ଏହି ବୌଠକେ ଉପସ୍ଥିତ ରହିଛନ୍ତି…ତେବେ ବ୍ୟାଙ୍କର ସୁରକ୍ଷା ସହ ଜନ ସାଧରଣ କିଭଳି ଏଟିଏମ ଲୁଟର ଶୀକରା ନ ହୁଅନ୍ତି ସେ ଦିଗରେ ଆଲୋଚନା କରାଯିବା ସହ ବ୍ୟାଙ୍କରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସନେଇ ବ୍ୟାଙଅକ ଅଧିକାରୀ ମାନଙ୍କୁ କମିଶନେର ପୋଲିସ ପକ୍ଷରୁ ଦିଆଯାଉଛି ପରାମର୍ଶ… ତେବେ ଏହି ବୌଠକ ଓସିଏ କନଫରେନ୍ସ ହଲରେ ଅନୁଷ୍ଠିତ ହେଉଛି ଆସନ୍ତୁ ଦେଖିବା ଏହାର ସିଧା ପ୍ରସାରଣ…

Leave a Reply

   Related Posts