Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖଣ୍ଡଗିରି ନିକଟରେ ଓଲଟିଲା ସ୍କୁଲ ଅଟୋ ; ଅଳ୍ପକେ ବର୍ତ୍ତିଲେ୧୦ ଛାତ୍ରଛାତ୍ରୀ

25/09/2018 at 12:28 PM

ଭୁବନେଶ୍ବର ୨୫/୯ : ଭୁବନେଶ୍ୱର ଖଣ୍ଡଗିରି ଭରତପୁର ନିକଟରେ ଓଲଟିଲା ସ୍କୁଲ ଅଟୋ | ଅଳ୍ପକେ ବର୍ତ୍ତିଲେ ଅଟୋରେ ଥିବା ୧୦ ଛାତ୍ରଛାତ୍ରୀ | ସମସ୍ତ ଛାତ୍ରଛାତ୍ରୀ ସରସ୍ବତୀ ବିଦ୍ୟା ମନ୍ଦିରର ବୋଲି ଜଣାପଡିଛି | ଖଣ୍ଡଗିରି ଥାନା ପୋଲିସ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି | ସ୍କୁଲରୁ ଘରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା | ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି | ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି |

   Related Posts