ଖଣ୍ଡଗିରି ନିକଟରେ ଓଲଟିଲା ସ୍କୁଲ ଅଟୋ ; ଅଳ୍ପକେ ବର୍ତ୍ତିଲେ୧୦ ଛାତ୍ରଛାତ୍ରୀ
25/09/2018 at 12:28 PM

ଭୁବନେଶ୍ବର ୨୫/୯ : ଭୁବନେଶ୍ୱର ଖଣ୍ଡଗିରି ଭରତପୁର ନିକଟରେ ଓଲଟିଲା ସ୍କୁଲ ଅଟୋ | ଅଳ୍ପକେ ବର୍ତ୍ତିଲେ ଅଟୋରେ ଥିବା ୧୦ ଛାତ୍ରଛାତ୍ରୀ | ସମସ୍ତ ଛାତ୍ରଛାତ୍ରୀ ସରସ୍ବତୀ ବିଦ୍ୟା ମନ୍ଦିରର ବୋଲି ଜଣାପଡିଛି | ଖଣ୍ଡଗିରି ଥାନା ପୋଲିସ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି | ସ୍କୁଲରୁ ଘରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା | ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି | ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି |
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023