suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭୁଜାଲି ଓ କୁରାଢୀରେ ହାଣି ଅଟୋ ଡ୍ରାଇଭରକୁ ନିର୍ମମ ହତ୍ୟା

10/06/2018 at 8:11 AM

ଭୁଜାଲି ଓ କୁରାଢୀରେ ହାଣି ଅଟୋ ଡ୍ରାଇଭରକୁ ନିର୍ମମ ହତ୍ୟା
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ସୁନ୍ଦରପୁର ଗାଁରେ ହତ୍ୟାକାଣ୍ଡ … ମୃତକ ହେଲେ ହରିପୁର ଗାଁର ଅଟୋ ଡ୍ରାଇଭର ଗୁନୁ ଲେଙ୍କା … ଗୁନୁ କିଛି ଦିନ ହେଲା ସୁନ୍ଦରପୁର ଗାଁର ଚିନ୍ମୟୀ ପରିଡାଙ୍କ ଅଟୋ ଚଳାଉଥିଲେ ଓ ତାଙ୍କ ଘରେ ମଧ୍ୟ ରହୁଥିଲେ … ଚିନ୍ମୟୀନ୍କ ଭିଣୋଇ ଗୁନୁକୁ ହତ୍ୟା କରିଛନ୍ତି … ହତ୍ୟାକାଣ୍ଡ ପରେ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି … ପରକ୍ରିୟା ପ୍ରୀତି ଯୋଗୁଁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି … ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗି ପୋଲିସ ତଦନ୍ତ ଚଳାଇଛି …

Leave a Reply

   Related Posts