ଟ୍ରକ୍ ସହ ଅଟୋ ଧକ୍କା : ଡ୍ରାଇଭର ଚାପି ହୋଇ ଗୁରୁତର

Published By : Prameya-News7 Bureau | November 10, 2024 IST

ଆନନ୍ଦପୁର ୧୦।୧୧: ୨୦ ନଂ ଜାତୀୟ ରାଜପଥ ଘଷିପୁରା ଥାନା ଖପରାଖାଇ ନିକଟରେ ଦୁର୍ଘଟଣା । ଟ୍ରକ୍ ସହ ଅଟୋ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଅଟୋ ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଫସିରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି । ପ୍ରାୟ ୧ଘଣ୍ଟାର ପ୍ରୟାସପରେ ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

You Can Read:

ନାବାର୍ଡ ରିପୋର୍ଟରେ ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ଦ୍ବିତୀୟ ସର୍ବନିମ୍ନ, ଉପ ମୁଖ୍ୟମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ନାହିଁ ସଠିକ୍ ମାର୍କେଟ୍ ସପୋର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.