AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କୋଣାର୍କ ଯୋଗେଶ୍ବରପୁର ଛକରେ ଅଟୋ-ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ

7/11/2018 at 11:55 AM

କୋଣାର୍କ ୭/୧୧ : କୋଣାର୍କ ଯୋଗେଶ୍ବରପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଅଟୋ-ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣକର ମୃତ୍ୟୁ ହୋଇଛି | ମୁତକ ଜଣକ ହେଲେ ବବଲୁ ସାହୁ | ସେ ନୟାହାଟ ବଜାରର ଏକ ମଦ ଦୋକାନରେ କାମ କରୁଥିଲେ | ଦୋକାନ ବନ୍ଦ କରି ଘରକୁ ଫେରୁଥିଲାବେଳେ ଦୁର୍ଘଟଣା ହୋଇଥିଲା | ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି | ଗୋପ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ପୋଲିସ ଅଟୋ ଓ ବାଇକକୁ ଜବତ କରି ତଦନ୍ତ କରୁଛି |

   Related Posts