ବ୍ରହ୍ମପୁର୮/୫: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରହ୍ମପୁରରେ ଅଟୋ ଏବଂ ଟେକ୍ସି ଉପରେ ଲାଗିଲା କଟକଣା। ରେଡ୍ ଜୋନ୍ରେ ଏହି ନିୟମ ଲାଗୁ ହୋଇଛି। ବ୍ରହ୍ମପୁରରେ ଗଡିବ ନାହିଁ ଅଟୋ ଏବଂ ଟେକ୍ସି। ସୂଚନା ଦେଲେ ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟ।
ମିଳିଲାନି ଟିକେଟ୍, ଅସନ୍ତୁଷ୍ଟକୁ ଥଇଥାନ କଲା ବିଜେଡି...