ଟପ୍ ଅର୍ଡରଙ୍କ ଦମରେ ଅଷ୍ଟ୍ରେଲିଆର ବିଶାଳ ସ୍କୋର, କ୍ଲିନ ସୁଇପ୍ ପାଇଁ ଭାରତକୁ ଦରକାର ୩୫୩ ରନ

ରାଜକୋଟ୍: ବ୍ୟାଟିଂ ଉପଯୋଗୀ ପିଚ୍‌ରେ ଟପ୍ ଅର୍ଡର ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଦମରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିଛି। ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍‌ରେ ମିଚେଲ୍ ମାର୍ଶଙ୍କ ୯୬ ରନ, ଷ୍ଟିଭ୍ ସ୍ମିଥଙ୍କ ୭୪ ରନ, ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୬ ରନ ଓ ମାର୍ନସ ଲାବୁସେନଙ୍କ ୭୨ ବଳରେ ଭ୍ରମଣକାରୀ କଙ୍ଗାରୁ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ ସ୍କୋର କରିଛି। ସିରିଜ୍ କ୍ଲିନ ସୁଇପ୍ ପାଇଁ ଭାରତ … Continue reading ଟପ୍ ଅର୍ଡରଙ୍କ ଦମରେ ଅଷ୍ଟ୍ରେଲିଆର ବିଶାଳ ସ୍କୋର, କ୍ଲିନ ସୁଇପ୍ ପାଇଁ ଭାରତକୁ ଦରକାର ୩୫୩ ରନ