Odi World Cup 2023 : ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ ଘୋଷଣା, ସାମିଲ ହେଲେ ଏହି ଷ୍ଟାର ଖେଳାଳି

ମେଲବର୍ଣ୍ଣ ୦୭।୦୮ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ୍‌ ୨୦୨୩ । ଚଳିତ ବର୍ଷ ଅକ୍ଟୋବରରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌ । ଏଥିପାଇଁ ସବୁ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହିକ୍ରମରେ ଅଷ୍ଟ୍ରେଲିଆ ବୋର୍ଡ ଆଗାମୀ ବିଶ୍ୱକପ୍‌ ଲାଗି ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରେ ପାଟ୍‌ କମିନ୍‌ସଙ୍କୁ ମିଳିଛି ଅଧିନାୟକ ଦାୟିତ୍ୱ । JUST IN: Australia have named … Continue reading Odi World Cup 2023 : ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ ଘୋଷଣା, ସାମିଲ ହେଲେ ଏହି ଷ୍ଟାର ଖେଳାଳି