ବିଶ୍ୱବିଜେତା ଟିମ୍‌ର ବିଶ୍ୱକପ୍‌କୁ ଅସମ୍ମାନ, ଟ୍ରଫି ଉପରେ ଗୋଡ ରଖିଲେ ଖେଳାଳି, କମିନ୍ସଙ୍କ ଷ୍ଟାଟସରୁ ଫଟୋ ଭାଇରାଲ

ମୁମ୍ୱାଇ ୨୦/୧୧: ଭାଙ୍ଗିଛି କୋଟି କୋଟି ଲୋକଙ୍କ ସ୍ୱପ୍ନ । କେବଳ କ୍ରୀଡାପ୍ରେମୀ ନୁହେଁ ଭାରତୀୟ କ୍ରିକେଟରଙ୍କ ସ୍ୱପ୍ନ ବି ମାଟିରେ ମିଶିଯାଇଛି । ବିଶ୍ୱକପ୍‌ ପାଇଁ ଟିମ୍ ପ୍ଲେୟାର୍ ଯେପରି ଦିନ ରାତି ଏକ କରିଦିଅନ୍ତି, କ୍ରୀଡାପ୍ରେମୀ ବି ମୁକାବିଲାକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ଚଳିତ ବିଶ୍ୱକପ ଅଭିଯାନରେ ଏକ ରୋମାଞ୍ଚକର ଯାତ୍ରା ସହ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ତେବେ ବିଶ୍ୱବିଜେତା ହେଲେ ସିନା କିନ୍ତୁ ଦେଖାଦେଇଛନ୍ତି ତାଙ୍କର ଅସଲ … Continue reading ବିଶ୍ୱବିଜେତା ଟିମ୍‌ର ବିଶ୍ୱକପ୍‌କୁ ଅସମ୍ମାନ, ଟ୍ରଫି ଉପରେ ଗୋଡ ରଖିଲେ ଖେଳାଳି, କମିନ୍ସଙ୍କ ଷ୍ଟାଟସରୁ ଫଟୋ ଭାଇରାଲ