ବିଶ୍ୱକପ୍‌ ୨୦୨୩ : ପୁଣେରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ବାଂଲାଦେଶ

ପୁଣେ ୧୧।୧୧ : ବିଶ୍ୱକପ୍‌ ୨୦୨୩ । ପୁଣେର ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବା ଟୁର୍ଣ୍ଣାମେଣ୍ଟର ୪୩ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ । ସକାଳ ୧୦ ଟା ୩୦ ମିନିଟରେ ଖେଳାଯିବ ଏହି ମ୍ୟାଚ୍‌ । ସେହିପରି  ଅପରାହ୍ନ ୨ଟାରେ କୋଲକାତାରେ ଖେଳାଯିବ ଆଉ ଏକ ମ୍ୟାଚ୍‌ । ମୁହାଁମୁହିଁ ହେବେ ପାକିସ୍ତାନ-ଇଂଲଣ୍ଡ । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୮ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୬ଟି … Continue reading ବିଶ୍ୱକପ୍‌ ୨୦୨୩ : ପୁଣେରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ବାଂଲାଦେଶ