ବେକରେ ବ୍ଲେଡ ଲଗାଇ ଭୟଭୀତ କରି ଦୁଷ୍କର୍ମ ଉଦ୍ୟମ

Published By : Prameya-News7 Bureau | April 22, 2018 IST

ନାବାଳିକାଙ୍କ ବେକରେ ବ୍ଲେଡ ଲଗାଇ ଭୟଭୀତ କରି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଭଦ୍ରକ ଜିଲ୍ଲା ଚରମ୍ପାରୁ ଆସିଛି ଅଭିଯୋଗ ଥାନାରେ ଏତଲା ପରେ ଅଭିଯୁକ୍ତ ନାବାଳକ ଓ ନାବାଳକର ବାପା ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.