ନୟାଗଡ ରଣପୁରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
1/05/2018 at 9:46 AM

ନୟାଗଡ ରଣପୁରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ … ଏନେଇ ଗତକାଲି ରାତିରେ ରାଜସୁନାକହେଲା ଫାଣ୍ଡିରେ ଅଭିଯୋଗ ହୋଇଛି ….ଗତକାଲି ଅପରାହ୍ନରେ ଶୌଚ ହେବାକୁ ଯାଇଥିବା ସମୟରେ ସେହି ଗାଁର କାଠିଆ ନାଏକ ନାମକ ଯୁବକ ନାବାଳିକାକୁ କୋଳି ଦେବା ବାହାନାରେ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା …. ତେବେ ନାବାଳିକା ଜଣକ କୌଶଳ କ୍ରମେ ଯୁବକ କବ୍ଜାରୁ ନିଜକୁ ରକ୍ଷା କରି ଦୌଡ଼ି ପଳେଇ ଆସିଥିଲା ….ଅଭିଯୁକ୍ତ ଯୁବକ ଫେରାର ଅଛି …