oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲା ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଜମି ବିବାଦକୁ ନେଇ ଗୋଟିଏ ପରିବାରର ୭ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଏସ୍‌ପିଙ୍କ ନିକଟରେ ଅଭିଯୋଗ

21/04/2022 at 6:10 PM

କଳାହାଣ୍ଡି, ୨୧/୦୪: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ପଦ୍ମପୁର ଗାଁର ଚକ୍ର ପ୍ରଧାନଙ୍କ ପରିବାରର ୭ ଜଣଙ୍କୁ ଉକ୍ତ ଗ୍ରାମର ଶିକ୍ଷକ ସୀମାଞ୍ଚଳ କେତକୀ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପରିବାର ଲୋକେ କଳାହାଣ୍ଡି ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗତ ରବିବାର ଦିନ ୪ଟା ସମୟରେ ଚକ୍ର ପ୍ରଧାନଙ୍କ ଜମିକୁ ଜବର ଦଖଲ କରିବା ପାଇଁ ସୀମାଞ୍ଚଳ କେତକୀ ଚେଷ୍ଟା କରୁଥିବା ବେଳେ ଚକ୍ର ପ୍ରଧାନ ତାଙ୍କୁ ବିରୋଧ କରିବାରୁ ତାଙ୍କୁ ଲୁହା ରଡ଼ରେ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ । ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପରିବାର ଲୋକଙ୍କୁ ମଧ୍ୟ ଲୁହା ରଡ଼ ଏବଂ କାଠ ଫାଳିଆରେ ମାଡ଼ ମାରି ଥିବାର ଅଭିଯୋଗ ହେଇଛି ।

ଆକ୍ରମଣର ଶିକାର ହେଇଥିବା କୃଷ୍ଣ ପ୍ରଧାନ, ରାଜେଶ୍ୱରୀ ପ୍ରଧାନ ଏବଂ ଚକ୍ର ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ କଟକ SCB ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କଳାହାଣ୍ଡି ଏସ୍‌ପି ଅଭିଯୋଗକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ଏ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଆଇନ୍‌ ଅନୁଯାୟୀ ଉଚିତ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ।

   Related Posts