ଟିଉସନ୍ରୁ ଫେରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ରକୁ ଛୁରାମାଡ, କାରଣ ଅସ୍ପଷ୍ଟ
23/08/2022 at 11:15 PM

ଖୋର୍ଦ୍ଧା, ୨୩/୦୮: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଅଣ୍ଡା ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଛୁରା ମାଡ ଅଭିଯୋଗ । ଛାତ୍ର ଜଣକ ଟିଉସନ ସାରି ଘରକୁ ଫେରୁଥିବା ବେଳେ କେହି ଦୁବୃର୍ତ୍ତ ତାଙ୍କୁ ଛୁରାମାଡ କରିଛି । ଛାତ୍ରର ପିଠିରେ ଆଘାତ ହୋଇଥିବା ବେଳେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଛାତ୍ର ଘରକୁ ଫେରିଛନ୍ତି । ଛୁରାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖୋର୍ଦ୍ଧା ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023