Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ମହଙ୍ଗା ପଡ଼ିଲା ମହିଳାଙ୍କୁ ଆକ୍ରମଣ: ଜେଲ୍‌ ଗଲେ ଦୁଇ ଦୋଷୀ

3/11/2022 at 2:34 PM

ବ୍ରହ୍ମପୁର, ୦୩/୧୧: ମହିଳାଙ୍କ ଆକ୍ରମଣ କରି ଦୋଷୀ ସାବ୍ୟସ୍ତ ହେଲେ ଦୁଇ ଅଭିଯୁକ୍ତ। ବ୍ରହ୍ମପୁର କେ ନୂଆଗାଁ ଥାନା ଆମୁଣ୍ଡି ଗ୍ରାମର କେ ଶୁକ୍ରୁ ଏବଂ କେ ଜୁରିଆଙ୍କୁ ଯଥାକ୍ରମେ ୩ ବର୍ଷ ଏବଂ ୧ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ସିଜେଏମ କୋର୍ଟ।    

ସୂଚନା ଅନୁଯାୟୀ, ଜୁଲାଇ ୨୭ ତାରିଖରେ ଗ୍ରାମର ଜଣେ ମହିଳାଙ୍କୁ ଉଭୟ ଆକ୍ରମର କରିଥିବା ନେଇ କେ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ୮ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ରାୟ ଶୁଣାଇଛନ୍ତି କୋର୍ଟ।

   Related Posts