ମହଙ୍ଗା ପଡ଼ିଲା ମହିଳାଙ୍କୁ ଆକ୍ରମଣ: ଜେଲ୍‌ ଗଲେ ଦୁଇ ଦୋଷୀ

Published By : Prameya-News7 Bureau | November 03, 2022 IST

ବ୍ରହ୍ମପୁର, ୦୩/୧୧: ମହିଳାଙ୍କ ଆକ୍ରମଣ କରି ଦୋଷୀ ସାବ୍ୟସ୍ତ ହେଲେ ଦୁଇ ଅଭିଯୁକ୍ତ। ବ୍ରହ୍ମପୁର କେ ନୂଆଗାଁ ଥାନା ଆମୁଣ୍ଡି ଗ୍ରାମର କେ ଶୁକ୍ରୁ ଏବଂ କେ ଜୁରିଆଙ୍କୁ ଯଥାକ୍ରମେ ୩ ବର୍ଷ ଏବଂ ୧ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ସିଜେଏମ କୋର୍ଟ।    

ସୂଚନା ଅନୁଯାୟୀ, ଜୁଲାଇ ୨୭ ତାରିଖରେ ଗ୍ରାମର ଜଣେ ମହିଳାଙ୍କୁ ଉଭୟ ଆକ୍ରମର କରିଥିବା ନେଇ କେ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ୮ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ରାୟ ଶୁଣାଇଛନ୍ତି କୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.