oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

CBI ଟିମ୍‌କୁ ଠେଙ୍ଗା ବାଡିଧରି ମହିଳାଙ୍କ ଆକ୍ରମଣ, ଚାଇଲଡ୍‌ ପର୍ଣ୍ଣ ମାମଲାରେ ଢେଙ୍କାନାଳରେ ଚଢାଉ କରିଥିଲା ସିବିଆଇ

16/11/2021 at 5:20 PM

ଢେଙ୍କାନାଳ ୧୬/୧୧ : ସିବିଆଇ ଟିମ ଉପରେ ଆକ୍ରମର । ଚାଇଲଡ଼ ପର୍ଣ୍ଣ ସାଇଟ୍‌ କରି ବିପୁଳ ଟଙ୍କା କାରବାର ମାମଲାର ଯାଞ୍ଚ ପାଇଁ ଦିଲ୍ଲୀରୁ ଢେଙ୍କାନାଳ ଆସିଥିବା CBI ଟିମ ଉପରେ ସ୍ଥାନୀୟ କିଛି ମହିଳା ଆକ୍ରମଣ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳାରେ ଚାପା ଉତ୍ତେଜନା ଲାଗି ରହିଛି ।

ଏକ ଚାଇଲଡ଼ ପର୍ଣ୍ଣ ସାଇଡ ଖୋଲି କରୁଥିଲେ ବିଦେଶୀ ଟଙ୍କା ଉପାର୍ଜନ । ଆଉ ସୂଚନା ପାଇ ଆଜି ଦିଲ୍ଲୀରୁ ସିବିଆଇର ଏକ ପାଞ୍ଚ ଜଣିଆ ଟିମ ଢେଙ୍କାନଳ ସହର ଜୁବୁଲି ଟାଉନର ମିଥୁନ ନାୟକ ନାମକ ଜଣେ ଯୁବକଙ୍କ ଘରେ ଚଢ଼ାଉ କରିଥିଲେ । ମଙ୍ଗଳବାର ସକାଳୁ ଏହି ଚଢ଼ାଉ କରି ମିଥୁନଙ୍କୁ ଅଟକ ରଖି ତାଙ୍କ ଘରେ ଜେରା କରୁଥିଲେ ସିବିଆଇ ଅଧିକାରୀ । ତେବେ ଅତ୍ୟଧିକ ବିଳମ୍ବ ସାଙ୍ଗକୁ ମିଥୁନଙ୍କୁ ଛାଡୁ ନଥିବାରୁ ତାଙ୍କ ବସ୍ତି ବାସିନ୍ଦା ଅପରାହ୍ନରେ ଏହି ସିବିଆଇ ଟିମକୁ ତୀଵ୍ର ବିରୋଧ କରିଛନ୍ତି । ଏପରିକି ମହିଳା ମାନେ ହାତରେ ଠେଙ୍ଗା ବାଡି ଧରି ସିବିଆଇ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଯାହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଟାଉନ ପୁଲିସ ପହଂଚି ସିବିଆଇ ଅଫିସରଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛନ୍ତି । ତେବେ ଏ ସମ୍ପର୍କରେ ସିବିଆଇ ଟିମ କିଛି ପାଟି ଖୋଲୁ ନଥିବାବେଳେ ପର୍ଣ୍ଣ ସାଇଟ୍‌ ଖୋଲି ବିଦେଶୀ ଟଙ୍କା ରୋଜଗାର କରୁଥିବା ସୂଚନା ପାଇ ସାଇବର କ୍ରାଇମ ଓ ଚାଇଲଡ଼ ପର୍ଣ୍ଣ ପରି ବେଆଇନ କାରବାର ଓ ବିଦେଶୀ ଟଙ୍କା ନେଇ ସିବିଆଇ ଏହି ଯାଂଚ କରୁଥିବା ଜଣାପଡିଛି ।  ମିଥୁନ ନାୟକ ଜଣେ ଆଇଟିଆଇ ଟ୍ରେନିଂ  କରିଥିବା ଜଣାପଡିଛି ।

   Related Posts