ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଅଘଟଣ : ଭାଇ ଆତ୍ମହତ୍ୟାର ଗୋଟିଏ ଦିନ ପରେ ଭଉଣୀର ଆତ୍ମହତ୍ୟା

1/10/2022 at 1:51 PM

ଜୟପୁର ୦୧।୧୦ : ଜୟପୁର ସହର ପାରାବେଡା ଶ୍ରୀରାମ କଲୋନୀରେ ଅଭାବନୀୟ ଘଟଣା । ଭାଇ ଆତ୍ମହତ୍ୟା କରିବାର ଦିନକ ପରେ ବଡ ଭଉଣୀର ଆତ୍ମହତ୍ୟା ।

ଖବର ଅନୁଯାୟୀ, ନାବାଳକ ଭାଇ ଶିବାଶିଷ ନାୟକ ଗତ ୨୯ ତାରିଖରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ବଡ ଭଉଣୀ ରଶ୍ମି ନାୟକ ଭୁବନେଶ୍ବରରେ ରହି ଇଂଜିନିୟର ପାଠ ପଢୁଥିଲେ । ଭାଇର ଆତ୍ମହତ୍ୟା ଖବର ଶୁଣି ଶୁକ୍ରବାର ଘରକୁ ଆସିଥିଲେ । ହେଲେ ଶନିବାର ବଡ ଭଉଣୀ ରଶ୍ମି ନାୟକ ଆତ୍ମହତ୍ୟା କରିଛନ୍ତି । ତେବେ ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

   Related Posts