ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପୁଅ ପରିବାର

Published By : Prameya-News7 Bureau | May 26, 2022 IST

ବ୍ରହ୍ମଗିରି ୨୬।୦୫ : ପ୍ରେମିକାର ଘରେ ପ୍ରେମିକର ଆତ୍ମହତ୍ୟା । ମୃତକ ହେଲେ ସୂର୍ଯ୍ୟକାନ୍ତ ବିଶ୍ୱାଳ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ସାହୁପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ତେବେ ଉଭୟ ପ୍ରେମିକା ଓ ପ୍ରେମିକ ସାହୁପଡ଼ା ଗାଁରେ । ତେବେ ପ୍ରେମିକ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପୁଅ ଘର ପରିବାର । ପୁଅକୁ ହତ୍ୟା ପରେ ଫ୍ୟାନ୍‌ ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.