oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଦୟା ଦଦୀ କୂଳରୁ ଭଙ୍ଗା ଏଟିଏମ୍ ଉଦ୍ଧାର, ଟଙ୍କା ଲୁଟି ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

5/04/2022 at 1:33 PM

ଭୁବନେଶ୍ୱର ୦୫/୦୪ : ଶିଶୁପାଳଗଡ଼ ଲିଙ୍ଗିପୁର SBI ଏଟିଏମ୍ ଲୁଟ୍ ଘଟଣା । ଦୟା ଦଦୀ କୂଳରୁ ଉଦ୍ଧାର ହେଲା ଭଙ୍ଗା ଏଟିଏମ୍ । ଏଟିଏମ୍ ନିକଟରୁ ଏକ ପିକଅପ ଭ୍ୟାନ୍ ଜବତ ହୋଇଛି । ଏଟିଏମ୍ ଟଙ୍କା ଖାଲି କରି ଏଟିଏମକୁ ନଦୀକୂଳରେ ଫୋପାଡି ଦେଇଥିଲେ ।

ଘଟଣାକୁ ନେଇ କମିନଶରେଟ ପୋଲିସ ଛାନଭିନ କରିଛି । ସୂଚନା ଥାଉକି, ବିଳମ୍ୱିତ ରାତିରେ SBI ଏଟିଏମକୁ ଲୁଟିନେଇଥିଲେ ଦୁର୍ବୃତ୍ତ । ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା SBI ଏଟିଏମକୁ ଲୁଟିଥିଲେ । ଏଟିଏମକୁ ଲୁଟିନେବା ପରେ ଏଟିଏମ ଭିତରେ ଓ ବାହାରେ ଟେଣ୍ଡହାଉସ କପଡ଼ା ଛାଡି ଚାଲିଯାଇଥିଲେ ଦୁର୍ବୃତ୍ତ ।

   Related Posts