ଏଟିଏମ୍ ଲୁଟ୍ ଉଦ୍ୟମ, ସିସିଟିଭି ସଂଯୋଗ କାଟିଦେଲେ ଦୁର୍ବୃତ୍ତ
11/02/2020 at 10:29 AM

ବାରଙ୍ଗ ୧୧।୦୨: ଏଟିଏମ୍ରୁ ପୁଣି ଚୋରି ଉଦ୍ୟମ । ପଟିଆ କାନନବିହାର ଫେଜ-୨ରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ରୁ ଚୋରି ଉଦ୍ୟମ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନାଯୋଗ୍ୟ , ମଙ୍ଗଳବାର ଦିନ ସକାଳ ସମୟରେ ଏଟିଏମ୍ ଭିତରକୁ କିଛି ଲୋକ ଟଙ୍କା ଉଠାଇବାକୁ ୟାଇଥିଲେ । ସେତେବେଳେ କିଛି ଏଟିଏମ୍ କାଉଣ୍ଟର ଭିତରେ ଥିବା ସାଇଟ୍ ବକ୍ସ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ପାଇଥିଲେ । ଘଟଣାର କିଛି ସମୟ ପରେ ପୋଲିସ ପହଞ୍ଚିଥିଲା । ଏଟିଏମ୍ର ସିସିଟିବି ସଂଯୋଗ କାଟି ଦିଆଯାଇଥିବାର ଦେଖିବାକୁ ମିଳିଛି ।
Related Posts
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
8 February 2023
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023