ATMରେ ଟଙ୍କା ନାହିଁ, ଲୋକେ ହତାଶ
18/04/2018 at 3:38 AM

ପୁଣି ବିମୁଦ୍ରୀକରଣ ବେଳର ସ୍ଥିତି । ଏଟିଏମରେ ଟଙ୍କା ନାହିଁ, ଲୋକେ ହତାଶ । ଦିନେ କି ଦୁଇଦିନ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ମାସେ ହେଲା ଏଭଳି ଅବସ୍ଥା ସୃଷ୍ଟି ହେଲାଣି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ବିରୋଧୀ ଟାର୍ଗେଟ୍ କରିଛନ୍ତି ମୋଦି ସରକାରଙ୍କୁ ।