ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବିବାହ ପରେ ପ୍ରଥମ ଥର ଆଉଟିଂରେ ବାହାରିଲେ ଆଥିଆ, ଭିଡିଓ ଭାଇରାଲ….

29/01/2023 at 8:17 AM

ମୁମ୍ଵାଇ ୧୯।୦୧: ନିକଟରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ କ୍ରିକେଟର କେ.ଏଲ୍ ରାହୁଲଙ୍କୁ ବିବାହ କରିଥିଲେ। ସୋସିଆଲ ମିଡିଆରେ ଦମ୍ପତିଙ୍କ ବିବାହ ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। ବର୍ତ୍ତମାନ ଆଥିଆ ବିବାହ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ସାମ୍ନାରେ ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିବାହର କିଛି ଦିନ ପରେ ଆଥିଆ ଶନିବାର ପ୍ରଥମ ଥର ସେଲୁନ୍‌ରେ ଦେଖିବାକୁ ମିଳିଥିଲେ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ ଆଥିଆ ସେଲୁନରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । କ୍ଲିପ୍‌ରେ ଫଟୋଗ୍ରାଫରମାନେ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ କିନ୍ତୁ ସେ ତାଙ୍କ କାର ଆଡକୁ ଚାଲିଯାଇଥିଲେ। ତା’ପରେ ଫଟୋଗ୍ରାଫରମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ମାତ୍ରେ  ଆଥିଆ ‘ଧନ୍ୟବାଦ’ କହିବା ସହ କାର ଭିତରକୁ ପଲାଇଥିଲେ।

ଆଥିଆ ଏବଂ କେ.ଏଲ୍ ରାହୁଲ ୨୩ ଜାନୁୟାରୀର ଖଣ୍ଡାଲାରେ ବିବାହ କରିଥିଲେ। ବିବାହ ପରେ ଏହି ଦମ୍ପତି ମିଡିଆ ସାମ୍ନାକୁ ଆସିଥିଲେ। କୁହାଯାଉଛି କି ଆଇପିଏଲ୍ ପରେ ଏହି ଦମ୍ପତିଙ୍କ ବିବାହ ରିସେପ୍ସନ୍ ଅନୁଷ୍ଠିତ ହେବ ।

   Related Posts