ବାଲେଶ୍ବର ୧୬।୯: ଶିକ୍ଷକ ଅନୁପସ୍ଥିତ ଥିବା ବିଦ୍ୟାଳୟମାନଙ୍କରେ ଦେଖାଶୁଣା କରିବେ ଅଙ୍ଗନଓ୍ବାଡୀ ଦିଦି । ଏନେଇ DSWOଙ୍କୁ ଚିଠି ଲେଖି DEO ବାଲେଶ୍ବର ଅନୁରୋଧ କରିଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଅନେକ ସ୍କୁଲରେ ପାଠ ପଢା ଠପ୍ ହୋଇଯାଇଛି ।ଏଥିପାଇଁ DEO ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଛିଠି ଲେଖିଛନ୍ତି । ସ୍କୁଲ ଜଗିବେ ଅଙ୍ଗନଓ୍ବାଡୀ ଦିଦି । ବାଲେଶ୍ବର ଜିଲ୍ଲା ସମାଜକଲ୍ୟାଣ ଅଧିକାରୀଙ୍କୁ ଚିଠି ଲେଖିଲେ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରାଥମିକ ଶିକ୍ଷକ … Continue reading ଅଙ୍ଗନଓ୍ବାଡୀ ଦିଦିଙ୍କୁ ସ୍କୁଲ୍ ଦାୟିତ୍ବ, ଠିକ୍ ସମୟରେ ବିଦ୍ୟାଳୟ ଖୋଲିବା ଓ ମଧାହ୍ନ ଭୋଜନ ବଣ୍ଟନ ଚାଲୁ ରଖିବାକୁ ନିର୍ଦ୍ଦେଶ
Copy and paste this URL into your WordPress site to embed
Copy and paste this code into your site to embed