Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାରିବାରିକ କଳହରୁ ଆକ୍ରମଣ, ୨ ଗୁରୁତରଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର

16/09/2023 at 10:19 PM

ଭଦ୍ରକ: ଭିଣୋଇ ଆକ୍ରମଣରେ ଶାଳକ ଏବଂ ତାଙ୍କ ବନ୍ଧୁ ଗୁରୁତ ହୋଇଛନ୍ତି। ଭଦ୍ରକ ପୁରୁଣାବଜାର ଥାନା ହଳଦିଡିହ ଛକ ନିକଟରେ ଘଟିଛି ଏହି ଘଟଣା । ସ୍ତ୍ରୀକୁ ମାଡ଼ ମାରୁଥିବା ବେଳେ ଭିଣୋଇକୁ ମନା କରିବାରୁ କରିବାରୁ ଆକ୍ରମଣ କରିଥିଲେ । ତେବେ ଏହି ମରଣାନ୍ତକ ଆକ୍ରମଣରେ ଶାଳକ ଏବଂ ତା’ଙ୍କ ଓ ତାର ଗୁରୁତର ହୋଇପଡ଼ିଥିଲେ । ୨ ଗୁରୁତର ବାବୁ ଖାନ ଓ ସାଙ୍ଗ ସେକ ମଇରାଜ। ଉଭୟଙ୍କୁ ଭଦ୍ରକ ମେଡିକାଲରୁ କଟକ ସ୍ଥାନାନ୍ତର କରାଯାଇଛି।

Updating…

You Can Also Read: ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ମାଇକ୍ରୋଫାଇନାନ୍ସ କର୍ମଚାରୀ, ଲୁଟିନେଲେ ଲକ୍ଷାଧିକ ଟଙ୍କା

   Related Posts