ଭିଜିଲାନ୍ସ ପଞ୍ଝାରେ ASO ସୌମ୍ୟରଞ୍ଜନ ଦାଶ, ନେଉଥିଲେ ୫ହଜାର ଟଙ୍କା

ଭୁବନେଶ୍ବର ୧୨।୯: ବନ୍ଧାହେଲେ ଲାଞ୍ଚୁଆ ASO । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ସୌମ୍ୟରଞ୍ଜନ ଦାଶଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଜଳ ସଂପଦ ବିଭାଗରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅଛନ୍ତି ସୌମ୍ୟରଞ୍ଜନ ଦାସ । ସର୍ବୋଚ୍ଚ ଯନ୍ତ୍ରୀ ଅଫିସରେ ୫ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି । ତାଙ୍କଠାରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି ଭୁବନେଶ୍ବର ଭିଜିଲାନ୍ସ ଟିମ୍ । You Can Read :