ଭିଜିଲାନ୍ସ ପଞ୍ଝାରେ ASO ସୌମ୍ୟରଞ୍ଜନ ଦାଶ, ନେଉଥିଲେ ୫ହଜାର ଟଙ୍କା
12/09/2023 at 6:19 PM

ଭୁବନେଶ୍ବର ୧୨।୯: ବନ୍ଧାହେଲେ ଲାଞ୍ଚୁଆ ASO । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ସୌମ୍ୟରଞ୍ଜନ ଦାଶଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଜଳ ସଂପଦ ବିଭାଗରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅଛନ୍ତି ସୌମ୍ୟରଞ୍ଜନ ଦାସ । ସର୍ବୋଚ୍ଚ ଯନ୍ତ୍ରୀ ଅଫିସରେ ୫ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି । ତାଙ୍କଠାରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି ଭୁବନେଶ୍ବର ଭିଜିଲାନ୍ସ ଟିମ୍ ।
You Can Read :
Related Posts
ସୋଆ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
29 September 2023
ସାଙ୍ଘାତିକ ଅଭିଯୋଗ : ରୋଗୀଙ୍କୁ ଦିଆଗଲା ୨୦୨୨ରୁ ଏକ୍ସପାଏରୀ କଫ୍ ସିରପ୍ !
29 September 2023
ଭାଉଜ ସହ ପ୍ରେମ ସମ୍ପର୍କ ପଡ଼ିଲା ମହଙ୍ଗା : ହତ୍ୟା କରି ଜଙ୍ଗଲରେ ଟାଙ୍ଗିଦେଲେ !
29 September 2023
ଲାଞ୍ଚୁଆ ଥାନା ବାବୁଙ୍କୁ ଦଣ୍ଡାଦେଶ, ୪ବର୍ଷ ଜେଲ୍ ସହ ୩ ହଜାର ଟଙ୍କା ଜରିମାନା
29 September 2023