ASO ପରୀକ୍ଷା ସ୍ଥଗିତ, ରାଜ୍ୟରେ ବନ୍ୟାସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି
18/08/2022 at 12:38 PM

ଭୁବନେଶ୍ୱର ୧୮।୦୮: ASO ପରୀକ୍ଷା ସ୍ଥଗିତ । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ବନ୍ୟା ସ୍ଥିତିକୁ ଦେଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ସେହିପରି ଓପିଏସସିର ପରବର୍ତ୍ତୀ ବିଜ୍ଞପ୍ତିରେ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ଖୁବ୍ ଶୀଘ୍ର ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023