ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଲୁପ୍ତପ୍ରାଣୀ ସାଳିଆପତନୀ ଉଦ୍ଧାର, ଉଦ୍ଧାର ପରେ ଚିକିତ୍ସା କରିବ ବନବିଭାଗ

6/02/2023 at 1:25 PM

ଢେଙ୍କାନାଳ ୦୬/୦୨: ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ପକ୍ଷରୁ ଆଜି ଏକ ସାରିଆପତନୀ ଉଦ୍ଧାର କରାଯାଇଛି। ସାଳିଆପତନୀଟିକୁ ନୂଆଭୁବନ ରାସ୍ତା ପାର୍ଶ୍ୱରେ ବୁଲା କୁକୁର ଧରି ପକାଇଥିଲେ। ସ୍ଥାନୀୟ ଲୋକମାନେ ଏହି ବିଲୁପ୍ତ ପ୍ରାଣୀକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ।

ତେବେ ବନବିଭାଗ ପକ୍ଷରୁ ସାରିଆପତନୀକୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯିବ ବୋଲି ରେଞ୍ଜର ଅନିତା ସେଠୀ ପ୍ରକାଶ କରିଛନ୍ତି।। ତେବେ ଏହା ଆନୁମାନିକ ବୟସ ୪ ବର୍ଷ ହେବବୋଲି ବନବିଭାଗ ପକ୍ଷରୁ ଜଣାଯାଇଛି।

   Related Posts