ଏସିଆନ୍ ଗେମ୍ସ ୨୦୨୩: ଚତୁର୍ଥ ସ୍ଥାନ କାଏମ ରଖିଲା ଭାରତ, ସୋମବାର ଜିତିଲା ୭ ମେଡାଲ, ୩ ରୌପ୍ୟ ସାମିଲ୍, ସ୍ୱର୍ଣ୍ଣ ନିଲ୍

ନୂଆଦିଲ୍ଲୀ: ଚୀନର ହାଙ୍ଗଜୋରେ ଖେଳାଯାଉଥିବା ଏସିଆନ ଗେମ୍ସ ୨୦୨୩ରେ ସୋମବାର ବି ଭଲ ପ୍ରଦର୍ଶନ କରି ଭାରତ ଚତୁର୍ଥ ସ୍ଥାନ ବଜାଇ ରଖିଛି। ଆଜି ଭାରତୀୟ ଖେଳାଳିମାନେ ୭ଟି ମେଡାଲ୍ ଜିତିବାରେ ସକ୍ଷମ ହୋଇଥିଲେ। ସେଥିମଧ୍ୟରୁ ୫ ମେଡାଲ ଆଥ୍‌ଲେଟ୍‌ମାନେ ଜିତିଛନ୍ତି। ଏସିଆନ ଗେମ୍ସ ୨୦୨୩ରେ ଭାରତ ମୋଟ ପଦକ ସଂଖ୍ୟା ୬୦ ହୋଇଛି। ଆଜି ନବମ ଦିନରେ ଭାରତ ତିନୋଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି। ଆଜିର ଖେଳ ଶେଷ ହେବା ବେଳକୁ ତେଜସ୍ୱିନ୍ … Continue reading ଏସିଆନ୍ ଗେମ୍ସ ୨୦୨୩: ଚତୁର୍ଥ ସ୍ଥାନ କାଏମ ରଖିଲା ଭାରତ, ସୋମବାର ଜିତିଲା ୭ ମେଡାଲ, ୩ ରୌପ୍ୟ ସାମିଲ୍, ସ୍ୱର୍ଣ୍ଣ ନିଲ୍