ଏସୀୟ କ୍ରୀଡ଼ା କ୍ରିକେଟ୍‌; ଜୟଶୱାଲଙ୍କ ଶତକ, ନେପାଳ ବୋଲରଙ୍କୁ ନିର୍ଘାତ ପିଟିଲେ ରିଙ୍କୁ

ମୁମ୍ବାଇ ୦୩।୧୦: ଏସିୟ କ୍ରୀଡା କ୍ରିକେଟରେ ଗର୍ଜିଲା ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍ । ଭାରତ ଓ ନେପାଳ ମ୍ୟାଚରେ ଚମକିଲେ ଯସଶ୍ରୀ ଜୟଶୱାଲ । ହାଙ୍ଗଝୌରେ ଚାଲୁଥିବା ଟି-୨୦ରେ ମ୍ୟାଚରେ ପ୍ରଥମ ଶତକୀୟ ପାଳି ଖେଳିଛନ୍ତି । ସେପପରି ଦୁର୍ଦ୍ଦାନ୍ତ ହିଟର ରିଙ୍କୁ ସିଂହ ଅନ୍ତିମ ପାଞ୍ଚ ଓଭରରେ ଫିନିସିଂ ଟଚ୍ ଦେଇଛନ୍ତି । ନିର୍ଦ୍ଧାରିତ ୨୦ ଓଭରରେ ଟିମ୍ ଇଣ୍ଡିଆ ୨୦୨ର ବିଶାଳ ସ୍କୋର ଛିଡ଼ା କରିଛି । ନେପାଳ ସାମ୍ନାରେ ୨୦୩ ରନର ବିଜୟ … Continue reading ଏସୀୟ କ୍ରୀଡ଼ା କ୍ରିକେଟ୍‌; ଜୟଶୱାଲଙ୍କ ଶତକ, ନେପାଳ ବୋଲରଙ୍କୁ ନିର୍ଘାତ ପିଟିଲେ ରିଙ୍କୁ