ଗୁରୁବାର ପାକିସ୍ତାନ-ଶ୍ରୀଲଙ୍କା ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍; ଜିତିଲେ ଫାଇନାଲ୍, ହାରିଲେ ବିଦା   

କଲମ୍ବୋ,୧୪/୦୯: ଏସିଆ କପ୍‌ରେ ଗୁରୁବାର ହାଇ-ଭୋଲଟେଜ୍ ଟକ୍କର । ଆଜି ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ନକ୍‌ଆଉଟ୍ ମ୍ୟାଚ୍ । ଅପରାହ୍ଣ ୩ଟାରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଦଳ । ଆଜିର ମ୍ୟାଚ୍ ଯିଏ ଜିତିବ ତାକୁ ଫାଇନାଲ୍ ଟିକେଟ୍ ମିଳିବ । ତେଣୁ ଆଜିର ମ୍ୟାଚ୍ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ପାଇଁ ଗୁରୁତ୍ବପୂର୍ଣ୍ଣ । ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ସୁପର-୪ ରାଉଣ୍ଡ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲେ। ମାତ୍ର  ଉଭୟ ଦଳ … Continue reading ଗୁରୁବାର ପାକିସ୍ତାନ-ଶ୍ରୀଲଙ୍କା ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍; ଜିତିଲେ ଫାଇନାଲ୍, ହାରିଲେ ବିଦା