Asia Cup 2023 : ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌, ଜାଣନ୍ତୁ କାହା ଉପରେ କିଏ ପଡିବ ଭାରି ?

କାଣ୍ଡି ୦୨।୦୯: ଏସିଆ କପ୍‌ ୨୦୨୩ । ଫ୍ୟାନ୍ସର ଅପେକ୍ଷାର ଶେଷ । ଶନିବାର ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକସ୍ତାନ । ଶ୍ରୀଲଙ୍କାର ପଲେକେଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍ । ଭାରତ ସମୟ ଅନୁସାରେ ଅପରାହ୍ନ ୩ଟାରେ ଆରମ୍ଭ ହେବ ମୁକାବିଲା । କିନ୍ତୁ ଏହି ମ୍ୟାଚ୍‌ରେ ବର୍ଷାର ଭୟ ମଧ୍ୟ ରହିଛି । ଖବର ଅନୁଯାୟୀ, ଭାରତ-ପାକିସ୍ତାନ ମଧ୍ୟରେ ଏବେ ଯାଏଁ ଏସିଆ କପ୍‌ରେ ୧୬ ଥର ମୁହାଁମୁହିଁ … Continue reading Asia Cup 2023 : ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌, ଜାଣନ୍ତୁ କାହା ଉପରେ କିଏ ପଡିବ ଭାରି ?