oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଏସିଆ କପ: ଟସ ଜିତିଲା ହଂକଂ, ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଲା ଭାରତ

18/09/2018 at 4:58 PM

ଏସିଆ କପରେ ଆଜି ଭାରତ ହଂକଂ ମ୍ୟାଚ ଅନୁଷ୍ଠିତ ହେଉଛି | ହଂକଂ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି | ତେଣୁ ଭାରତ ଆଜି ପ୍ରଥମେ ବ୍ୟାଟିଂ କରୁଛି | କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଦଳର ଅଧିନାୟକତ୍ୱ କରୁଛନ୍ତି | ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ସହିତ ଆଜି ଶିଖର ଧାୱନ, ରାଇଡ଼ୁ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂ ଧୋନି, ଭୁବନେଶ୍ୱର କୁମାର, ସାରଦୁଲ ଠାକୁର, କେ.ଅହମଦ, ୟୁବିହେନ୍ଦ୍ର ଚହଳ, କେଦାର ଯାଦବ ଖେଳୁଛନ୍ତି | ଶିଖର ଧାୱନ ଏବଂ ରୋହିତ ଶର୍ମା ଓପନିଂ ଯୋଡି ଭାବେ ମୈଦାନକୁ ଓହ୍ଲାଇଛନ୍ତି | ସେହିଭଳି ଅଂଶୁମାନ ରଥଙ୍କ ନେତୃତ୍ୱରେ ହଂକଂ ଦଳ ପଡିଆକୁ ଓହ୍ଲାଇଛି | ହଂକଂ ଏଠି ପୂର୍ବରୁ ପାକିସ୍ତାନ ସହ ମ୍ୟାଚ ହାରିଛି | ହଂକଂ ଦଳରେ ଅଂଶୁମାନଙ୍କ ସହିତ ରହିଛନ୍ତି ବାବର ହାୟାଦ, କେମ୍ରଂ ମେଟ, ସ୍କଟ ମେକ, ଏହାସନ ଖାନ, ଏହାସନ ନୱାଜ, ଅର୍ଶଦ ମହମଦ, ନଦିମ ଅହମଦ, ରାଗ କପୁର,ଟଁଭିର ଅହମଦ, ଅଖତାର ହୁସେନ |

   Related Posts